ଜନସାଂଖିକ
ବିବରଣୀ | କ୍ଷେତ୍ରଫଳ/ସଂଖ୍ୟା |
---|---|
କ୍ଷେତ୍ରଫଳ | ୧୨୮୦୫ ବର୍ଗ. କି.ମି. |
ଉପଖଣ୍ଡ ସଂଖ୍ୟା | ୦୧ |
ମଣ୍ଡଳ ସଂଖ୍ୟା | ୧୧ |
ତହସିଲ ସଂଖ୍ୟା | ୧୧ |
ପୌରାଞ୍ଚଳ ସଂଖ୍ୟା | ୦୧ |
ପୌରପରିଷଦ ସଂଖ୍ୟା | ୦୩ |
ଗ୍ରାମପଞ୍ଚାୟତ ସଂଖ୍ୟା | ୨୬୮ |
ଗ୍ରାମ ସଂଖ୍ୟା | ୧୭୨୨ |
ଜନସଂଖ୍ୟାର ଶ୍ରେଣୀ ବିଭାଗ | ଜନସଂଖ୍ୟା | ଶତକଡା ଭାଗ |
---|---|---|
ପୁରୁଷ ସଂଖ୍ୟା | ୮୬୫୩୮ | ୫୦.୯୪ |
ମହିଳା ସଂଖ୍ୟା | ୮୩୩୩୫୦ | ୪୯.୦୬ |
ଗ୍ରାମାଞ୍ଚଳ ଜନସଂଖ୍ୟା | ୧୪୩୩୮୦୦ | ୮୪.୪୦ |
ସହରାଞ୍ଚଳ ଜନସଂଖ୍ୟା | ୨୬୪୯୩୦ | ୧୫.୬୦ |
ଅନୁସୂଚିତ ଜାତି ଜନସଂଖ୍ୟା | ୩୨୫୧୩୩ | ୧୯.୧୪ |
ଅନୁସୂଚିତ ଜାତି ଜନସଂଖ୍ୟା ( ପୁରୁଷ ) | ୧୬୪୩୬୬ | ୫୦.୫୫ |
ଅନୁସୂଚିତ ଜାତି ଜନସଂଖ୍ୟା ( ମହିଳା ) | ୧୬୦୭୬୭ | ୪୯.୫୫ |
ଅନୁସୂଚିତ ଜନ ଜାତି ଜନସଂଖ୍ୟା | ୬୧୨୯ | ୦.୩୬ |
ଅନୁସୂଚିତ ଜନ ଜାତି ଜନସଂଖ୍ୟା ( ପୁରୁଷ ) | ୩୨୪୦ | ୫୨.୮୬ |
ଅନୁସୂଚିତ ଜନ ଜାତି ଜନସଂଖ୍ୟା ( ମହିଳା ) | ୨୮୮୯ | ୪୭.୧୪ |
- ଜନସଂଖ୍ୟା ସାନ୍ଦ୍ରତା = ୪୮୮( ପ୍ରତି ବର୍ଗ କି. ମି. )
- ସମୁଦାୟ ସାକ୍ଷର ଜନସଂଖ୍ୟା =୭୬.୦୫ %
- ସମୁଦାୟ ସାକ୍ଷର ଜନସଂଖ୍ୟା ( ପୁରୁଷ ) =୫୪.୫୬ %
- ସମୁଦାୟ ସାକ୍ଷର ଜନସଂଖ୍ୟା ( ମହିଳା ) =୪୫.୪୪ %