ଜିଲ୍ଲା ମଙ୍ଗଳ
- ଯୋଜନା :- ପ୍ରାକ ମାଟ୍ରିକ ବୃତ୍ତି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ସଂଖ୍ୟା ଲଘୁ ସଂମ୍ପ୍ରଦାୟର ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ।
- ଯୋଜନା :- ମାଟ୍ରିକ ପରବର୍ତ୍ତୀ ବୃତ୍ତି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ସଂଖ୍ୟା ଲଘୁ ସଂମ୍ପ୍ରଦାୟର ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ।
- ଯୋଜନା :- ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଯ୍ୟ।ତନା ନିବାରଣ ଆଇନି- ୧୯୮୯ ଅନୁଯାୟୀ ଅତ୍ୟାଚାରିତ ମାନଙ୍କୁ ଆର୍ଥିକ ସହାୟତା ।
- ଯୋଜନା :- ଅନ୍ତଃଜାତି ବିବାହ ସହାୟତା ରାଶି ।
- ଯୋଜନା :- ଉନ୍ନୟନ ଓ ବିକାଶ କାର୍ଯ୍ୟ ।
- ଯୋଜନା :- ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକ ଅନୁଦାନ ।
- ଯୋଜନା :- ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ହ ଷ୍ଟେଲ ଓ ସ୍କୁଲ ମାନଙ୍କର ପରିଚାଳନା ଓ ତଦାରଖ ।