ଶିକ୍ଷା
ସର୍ବ ଶିକ୍ଷା ଅଭିୟାନ (ଏସ.ଏସ.ଏ), ପୁରୀ:-
ଭାରତୀୟ ସମ୍ବିଧାନ ୮୬ ତମ ସଂଶୋଧନ ଅନୁସାରେ ଆଦେଶିତ ମୁତାବକ ୬ ରୁ ୧୪ ବର୍ଷ ବଯସର ପିଲାମାନଙ୍କୁ ସମ୍ବିଧାନ ର ମୌଳିକ ଅଧିକାର, ଅବାଧ ଓ ବୟସ ମୁତାବକ ଶିକ୍ଷା ପ୍ରଦାନ ପରିପ୍ରେକ୍ଷୀରେ ଭାରତ ସରକାର ସମୟସୀମା ମଧ୍ୟରେ ପ୍ରାଥମିକ ଶିକ୍ଷା ସର୍ବ ଜନୀନ ହାସଲ କରିବା ନିମନ୍ତେ ସର୍ବ ଶିକ୍ଷା ଅଭିୟାନ (ଏସ.ଏସ.ଏ) ନାମରେ ଏକ ଫ୍ଲାଗଶିପ କାର୍ଜ୍ୟକ୍ରମ ପ୍ରଣଯନ କରିଛନ୍ତି ।
- ୨୦୦୩ ମସିହା ସୁଧା ୬ ରୁ ୧୪ ବର୍ଷ ର ସମସ୍ତ ପିଲା ବିଦ୍ୟାଳୟକୁ ଯିବେ ।
- ୨୦୦୭ ମସିହା ସୁଧା ସମସ୍ତ ପିଲା ବିଦ୍ୟାଳୟ ରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବେ ।
- ୨୦୧୦ ମସିହା ସୁଧା ସର୍ବ ଜନୀନ ବିଦ୍ୟାଳୟ ରେ ରହଣି କରିବେ ।
- ୨୦୧୦ ମସିହା ସୁଧା ସମସ୍ତ ପିଲା ବିଦ୍ୟାଳୟ ରେ ଉଚ ପ୍ରାଥମିକ ଶିକ୍ଷା ସମାପ୍ତ କରିବେ ।
- ୨୦୦୯ ମସିହା ରେ ଭାରତ ସରକାର ଶିକ୍ଷା ଅଧିକାର ଆଈନ ପ୍ରଣଯନ କରିଛନ୍ତି ଓ ଓଡିଶା ସରକାର ଏହାକୁ ୧ ଏପ୍ରିଲ ୨୦୧୦ ରେ ଓଡିଶା ରେ କାର୍ଯ୍ୟର ପ୍ରଣଯନ କରିଛନ୍ତି ।
ଶିକ୍ଷା ସମ୍ବଧୀୟ ସୂଚନା : –
- ଶିକ୍ଷା ମଣ୍ଡଳୀ ସଂଖ୍ୟା : – ୦୧
- ବ୍ଲକ ମଣ୍ଡଳୀ କାର୍ଯ୍ୟଲୟ : ୧୧
- ମୋଟ ବିଦ୍ୟାଳୟ ସଂଖ୍ୟା : ୨୫୬୬
- ପ୍ରଥମ ରୁ ପଞ୍ଚମ ରେ ପିଲା ସଂଖ୍ୟା : ୧୨୦୧୪୨
- ଷଷ୍ଠ ରୁ ଅଷ୍ଟମ ରେ ପିଲା ସଂଖ୍ୟା : ୭୫୧୩୪
- ନବମ ଓ ଦଶମ ରେ ପିଲା ସଂଖ୍ୟା : ୪୯୨୨୭
- ବିଦ୍ୟାଳୟ ବାହାରେ ଥିବା ପିଲା ସଂଖ୍ୟା : ୧୮୮
ମୁଖ୍ୟ ବିଭାଗ ଓ ସଂଯୋଜକଙ୍କର ଯୋଗାଯୋଗ ନମ୍ବର : –
ଶ୍ରୀମତୀ ସୌନ୍ଦର୍ଜ୍ୟ ମଞ୍ଜରି ଦାସ, ଓ. ପ୍ରେ. ସେ (ବରିଷ୍ଟ)
ଜିଲ୍ଲା ପ୍ରକଳ୍ପ ସଞ୍ଜୋଜିକା, ସର୍ବ ଶିକ୍ଷା ଅଭିୟାନ (ଏସ.ଏସ.ଏ), ପୁରୀ
ଯୋଗାଯୋଗ ନମ୍ବର : ୯୪୩୭୨୮୪୧୪୯
ଅଫିସ: ୦୬୭୫୨-୨୨୯୨୭୫ / ୨୩୩୦୯୫
ଇମେଲ: dpcpurissa[dot]opepa[at]nic[dot]in
ବିଭାଗ | ସଂଯୋଜକ |
ଶିକ୍ଷା ଶାସ୍ତ୍ର ବିଭାଗ | ରମେଶ ବଲ୍ଲଭ ସାହୁ |
ଭିନ୍ନକ୍ଷମ ଉନତି ବିଭାଗ | କାର୍ତିକ ଚନ୍ଦ୍ର ପ୍ରଧାନ |
ବାଳିକା ଶିକ୍ଷା ବିଭାଗ | କମଳା କାନ୍ତ ରଥ |
ବିତ୍ତ ପରିଚଳନା ବିଭାଗ | ବିଚିତ୍ରାନନ୍ଦ ଜେନା |
ଅନୁସୂଚିତ ଜାତି ତଥା ଜନଜାତି ଶିକ୍ଷା ବିଭାଗ | ବରଦା ପ୍ରସନ୍ନ ରାଉତ |
ଯୋଜନା ବିଭାଗ | ମମତା ବେହେରା |
ତଥ୍ୟ ସଂଗ୍ରହ ବିଭାଗ | ନାରାୟଣ ଚନ୍ଦ୍ର ମହାନ୍ତି |
ନିର୍ମାଣ ବିଭାଗ | ଇଂ. ବିଶ୍ଵ ରଞ୍ଜନ ପ୍ରଧାନ |