ଅଲରାନାଥ

ନିର୍ଦ୍ଦେଶ

ବିଷ୍ଣୁ ମନ୍ଦିର ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏାରେ ରହିଥିଲେ ଶ୍ରୀ ଜଗନ୍ନାଥଙ୍କ ୍ନବସର ସମୟରେ । ଅନବସର ଦୁଇସପ୍ତାହର ସମୟ ଅଟେ ଯେଉଁଥିରେ ଭଗବାନ ଜଗନ୍ନାଥ ମହାସ୍ନାନ ଯାତ୍ରାରେ ସ୍ନାନ କାରଣରୁ ଜ୍ଜରରେ ପଡି ଏଥିରୁ ଭଲ ହେବା ପର୍ଯ୍ୟନ୍ତ ସମୟର ଅବସ୍ଥିତି ଅଟେ । ଭଗବାନ ଚୈତନ୍ୟ ଅଶାନ୍ତି ହେଲେ ଯେ ଦୀର୍ଘ ସମୟ ଅପେକ୍ଷା କରି ମଧ୍ୟ ସେ ଭଗବାନ ଜଗନ୍ନାଥଙ୍କୁ ନ ଦେଖି ଅଲାରନାଥଙ୍କୁ ତାଙ୍କ ମଧ୍ୟରେ ଦେଖିଥିଲେ ଓ ସୋରେ ବହୁତ ସମୟ ଅତିବାହିତ କରିଥିଲେ । ଏହା ଏକ ବିଶ୍ୱାସ ରହିଆସିଛି ଯେ ଯଉଁମାନେ ଭଗବାନ ଜଗନ୍ନାଥଙ୍କୁ ତାଙ୍କ ଦେହ ଅସୁସ୍ଥ ଥିବା ସମୟରେ ଦର୍ଶନ କରିପାରୁ ନାହାନ୍ତି ସେମାନେ ଲାରନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରନ୍ତୁ । ଏହି ସମୟରେ ମନ୍ଦିର ପରିଦର୍ଶକ ଏଠାରେ ଭଗବାନଙ୍କୁ ମିଷ୍ଟାନ୍ନ ଖୀରି ଭୋଗ କରିଥାନ୍ତି । ଅନବସର ସମୟରେ ହଜାର ହଜାର ଦର୍ଶନାର୍ଥୀ ଅଲାରନାଥ ମନ୍ଦିର ପଦ୍ଦର୍ଶନରେ ଆସି ଭଗବାନଙ୍କର ଆଶୀର୍ବାଦ ଲାଭ କରିବା ସହ ଭଗବାନଙ୍କ ଖୀରି ଭୋଗକୁ ଲାଭ କରିଥାନ୍ତି ।

ଫଟୋ ଗାଲେରୀ

  • Alarnath
    2018102926
  • Alarnath
    2018102982
  • Alarnath
    2018102955

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 80 କି ମି.

ରେଳଗାଡ଼ିରେ

ପୁରୀ ରେଳ ସ୍ଟେଶନ 20କି ମି

ସଡ଼କ ପଥରେ

ସଡକ ପଥରେ ଭୁବନେଶ୍ବର 80 କି ମି , ପୁରୀ 20 କି ମି