ଛୋଟ ଗାଁଟିଏ, ଯାହାର ନାମ ଯମ-ଧର୍ମ, ଯାହାକି କୋଣାର୍କ ଠାରୁ ୮ କି.ମି ଦୂରତାରେ ଅବସ୍ଥିତ । ଏହି ଗ୍ରାମରୁ ଏକ ପ୍ରମାଣ ମିଳେ ଯେ ଏକ ଆଶ୍ଚର୍ଯ୍ୟ ଜନକ କଥା । ଏବେ ମଧ୍ୟ ଏହି ସ୍ଥାନରେ ଭଗବାନ ବୁଦ୍ଧ ବସିଛନ୍ତି । ଏକ ଭୂମିସ୍ପର୍ଶ ମୁଦ୍ରାରେ ଏବଂ ତାଙ୍କ ସହିତ ବୃଦ୍ଧାଦୈତ୍ୟ ରହିଛନ୍ତି । ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସର ଅନେକ କଥା ଦେଖିବାକୁ ମିଳେ ।

ଫଟୋ ଗାଲେରୀ

  • Kuruma
    2018110851
  • Kuruma
    2018110874
  • Kuruma
    2018110860

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 68 କି ମି

ରେଳଗାଡ଼ିରେ

ପୁରୀ ରେଳ ସ୍ଟେଶନ 43 କି ମି

ସଡ଼କ ପଥରେ

ସଡକ ପଥରେ ଭୁବନେଶ୍ବର 68 କି ମି , ପୁରୀ 43 କି ମି