ଶ୍ରୀ ଜଗନ୍ନାଥ ମନ୍ଦିର

ନିର୍ଦ୍ଦେଶ

ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ପୁରୀ ବିଶ୍ଵ ପ୍ରସିଦ୍ଧ

ଏହା ଓଡିଶାର ପୂର୍ବ ସାମୁଦ୍ରିକ ତଟବର୍ତୀ ନିକଟରେ ଅବସ୍ଥାପିତ ଏହା ଏକ ପ୍ରାଚୀନ ସହର ଏବଂ ଭାରତ ବର୍ଷର ଚାରୋଟି ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ମଧ୍ୟରୁ ଗୋଟିଏ ମନ୍ଦିରର ଗଢଣ ଚୌହଦି ଚାରିଦିଗରେ ଅନେକ କ୍ଷୁଦ୍ରାକୃତ ଦେବପୁଜାସ୍ଥଳୀ ପରିବେଷ୍ଟିତ ହୋଇଅଛି । ଏହାରି  ଚଉସୀମାରେ ଏକ ଦୀର୍ଘକାୟ ପ୍ରାଚୀର ସାଙ୍ଗକୁ ଚାରୋଟି ଉତ୍କର୍ଷଭରା ଦିଗ ନିର୍ନାୟକ ଦ୍ଵାର ଅଛି ।  ପୂର୍ବ ଦିଗ ଆଡକୁ ମୁହେଁଇଥିବା ଏହି ସିଂହଦ୍ଵାରଟି ହିଁ  ମନ୍ଦିରର ମୁଖ୍ୟ ପ୍ରବେଶ ପଥ । ଉତ୍ତର ଦକ୍ଷିଣ ଓ ପଶ୍ଚିମରେ ଥିବା ଦ୍ଵାର ରେ ହାତୀ, ଘୋଡା ତଥା ବାଘଙ୍କ ଜଗିଳା ପ୍ରତିମୂର୍ତି ଅବସ୍ଥିତ । ମନ୍ଦିରର ପରିସରରେ ମୁଖ୍ୟ ଆରାଧ୍ୟ ଦେବଦେବୀ ଭାବରେ ନୃସିଂହ, ବିମଳା ଏବଂ ଲକ୍ଷ୍ମୀ ବିରାଜିତ । ଏହା ଛଡା ଏଠାରେ ପଣ୍ଡିତଙ୍କ ମହାସଭା “ମୁକ୍ତିମଣ୍ଡପ” , ଆନନ୍ଦ ବଜାର, ସ୍ନାନ ମଣ୍ଡପ ଏବଂ ରୋଷେଇଘର  ଅବସ୍ଥିତ।

ଫଟୋ ଗାଲେରୀ

  • ଜଗନ୍ନାଥଙ୍କର ସୁନାବେଶ
    ସୁନାବେଶ
  • ପୁରୀ ରଥ ଯାତ୍ରା
    ପୁରୀ ଠାରେ ଅନୁଷ୍ଠିତ ହେଉଥିବା ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା
  • ବାଲିରେ ଜଗନ୍ନାଥ
    ଜଗନ୍ନାଥଙ୍କ ବାଲୁକା ଚିତ୍ର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 60 କି ମି

ରେଳଗାଡ଼ିରେ

ପୁରୀ ରେଳ ସ୍ଟେଶନ 3 କି ମି

ସଡ଼କ ପଥରେ

ସଡକ ପଥରେ ଭୁବନେଶ୍ବର 60 କି ମି ।